Bible Blossom Storyteller's Handbook, Odia Edition

232 • _eùcgßeu Vûùe LâúÁue KûjûYú : Kûke iµì‰ðZû

ପାଉଲଙ୍କର ମିଶନାରୀ ଯାତ୍ ରା ପ୍ରେରିତ ୨୨:୧-୨୧

85

cìk_\

ପ୍ରେରିତ ୨୨:୭-୯ "ସେଥି ରେ ମୁଁ ଭୂମିରେ ପଡ଼ିଗଲି, ଆଉ ମ�ୋ ପ୍ରତି ଉକ୍ତ ଏହି ବାଣୀ ଶୁଣିଲି, ଶାଉଲ, ଶାଉଲ କାହିଁକି ଆମ୍ଭକୁ ତାଡ଼ ନା କରୁଅଛ? ମୁଁ ଉତ୍ତର ଦେଲି, 'ପ୍ରଭ�ୋ' ଆପଣ କିଏ? ତେଣୁ ସେ ମ�ୋତେ କହିଲେ , ତୁମ୍ଭେ ଯେଉଁ ନାଜରିତୀୟ ଯୀଶୁଙ୍କୁ ତାଡ଼ ନା କରୁଅଛ, ଆମ୍ଭେ ସେହି I ଯେଉଁମାନେ ମ�ୋ ସାଙ୍ଗରେ ଥି ଲେ, ସେମାନେ ସେହି ଆଲ�ୋକ ଦେଖି ଲେ ସତ୍ୟ, କିନ୍ତୁ ଯେ ମ�ୋତେ କଥା କହିଲେ, ତାହାଙ୍କ ସ୍ୱର ଶୁଣିଲେ ନାହିଁ I "

ପାଉଲ ତାଙ୍କର ମନ ପରିବର୍ତ୍ତନର ଏବଂ ପ୍ରଭୁଙ୍କ ଦ୍ ୱାରା ଆହୂତ ହେବାର ସାକ୍ ଷ୍ୟ ଦେଲେ I

Made with FlippingBook Digital Publishing Software