Bible Blossom Storyteller's Handbook, Odia Edition

ù_òKÁ : _aòZâ @û™ûue @aZeY • 233

_âiw

ଈଶ୍ୱରଙ୍କ ରାଜ୍ୟର ରାଜଦୂତ ଭାବରେ, ମଣ୍ଡଳୀ ଯୀଶୁଙ୍କୁ ପ୍ରଭୁ ବ�ୋଲି ସ୍ ଵୀକାର କରେ I

KûjûYúe iÚû^

ଯୀରୂଶାଲମର ମନ୍ ରଦି

cêLý PeòZâ icìj

• ପାଉଲ • ଯିହୂଦୀ ଲ�ୋକମାନଙ୍କର ଏକ ଗହଳି • ର�ୋମୀୟ ସ�ୈ ନିକ ମାନେ

_éÂbìcò

C_Kâc Gaõ NUò[ôaû NUYû ୧. ଯୀରୂଶାଲେମର ମନ୍ ରଦି ରେ ଲ�ୋକମାନଙ୍କର ଏକ ଦଳ ପାଉଲଙ୍କର ଉପରେ ଆକ୍ରମଣ କରିଥି ଲେ. ଏବଂ ର�ୋମୀୟ ସ�ୈ ନ୍ୟମାନେ ତାଙ୍କୁ ପ୍ରଶ୍ନ କରିବା ନିମନ୍ତେ ଅଟକାଇ ରଖି ଥି ଲେ I ୨. ପାଉଲ ଲ�ୋକମାନଙ୍କୁ କିଛି କହିବା ପାଇଁ ଅନୁମତି ମାଗିଥି ଲେ I ୩. ପାଉଲ ଲ�ୋକମାନଙ୍କୁ କହିଲେ ଯେ ସେ ମଧ୍ୟ ଏକ ସମୟରେ ଯୀଶୁଙ୍କର ଅନୁଗାମୀମାନଙ୍କୁ ଘୃଣା କରୁଥି ଲେ ଏବଂ ସେମାନଙ୍କ ଉପରେ ଅତ୍ୟାଚାର କରୁଥି ଲେ I PìWûÿ« _~ðýûd ୪. କିନ୍ତୁ , ଦିନେ ଦମ୍ମେସକ ପଥରେ ଯେତେବେଳେ ସେ ବିଶ୍ୱାସୀମାନଙ୍କୁ ତାଡ଼ ନା କରିବା ଉଦ୍ଧେଶ୍ୱରେ ଯାଉଥି ଲେ, ସେତେବେଳେ ଯୀଶୁ ତାଙ୍କୁ ଦର୍ଶନ ଦେଇଥି ଲେ I ୫. ତିନିଦିନ ଧରି ପାଉଲ ଅନ୍ଧ ରହିବା ପରେ ହନନୀୟ ତାଙ୍କୁ ବାପ୍ ତି ସ୍ମ ଦେଇଥି ଲେ I ୬. ତାପରେ ପାଉଲ ଯୀରୂଶାଲମରେ ଆଘାତ ପାଇବା ପୂର୍ବରୁ ପଳାୟନ କରିଥି ଲେ, କାରଣ ଏକ ପ୍ରତ୍ୟାଦେଶ ଦ୍ ୱାରା ତାଙ୍କୁ ଚେତାବନୀ ମିଳିଥି ଲା I

NUò[ôaû NUYû I Zûe `kû`k ୭. ପ୍ରଭୁ ପାଉଲଙ୍କୁ ବିଜାତୀୟମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ନିମନ୍ତେ ପ୍ରେରଣ କଲେ I

Made with FlippingBook Digital Publishing Software